ଶୂନ୍ୟ ସହନଶୀଳତା ନୀତିରେ ପୁରୀ ଜିଲ୍ଲାରେ ଚାଲିଛି ମାଟ୍ରିକ ପରୀକ୍ଷା

ପୁରୀ: ଚଳିତ ମାଟ୍ରିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ଶିକ୍ଷା ବିଭାଗ ତରଫରୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଛି। ପରୀକ୍ଷାର ପ୍ରଥମ ଦିନରେ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ବିଶ୍ୱଜିତ ଘୋଷ ବ୍ରହ୍ମଗିରି ବ୍ଲକର ଏକ ପରୀକ୍ଷା କେନ୍ଦ୍ର ଅଚାନକ ପରିଦର୍ଶନ କରି ଜଣେ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା ପରିଚାଳନାରେ ଅବହେଳା କରିଥିବାରୁ ନିଲମ୍ବିତ କରିଛନ୍ତି। ସେହିପରି ବିଭିନ୍ନ ଗଣମାଧ୍ୟମରେ ହରିପୁର ଆଦର୍ଶ ବିଦ୍ୟାଳୟରେ ବ୍ୟାପକ ଅନିୟମିତତାର ସମ୍ବାଦ ପ୍ରଚାରିତ ହେବାରୁ ଜିଲ୍ଲା … Continue reading ଶୂନ୍ୟ ସହନଶୀଳତା ନୀତିରେ ପୁରୀ ଜିଲ୍ଲାରେ ଚାଲିଛି ମାଟ୍ରିକ ପରୀକ୍ଷା